SDKGPTBeta
ମେଡିକାଲ ଉଇକିପିଡିଆ (ଅଫଲାଇନ)

ମେଡିକାଲ ଉଇକିପିଡିଆ (ଅଫଲାଇନ)

org.kiwix.kiwixcustomwikimedor

ବର୍ଣ୍ଣନା: ଉଇକିପିଡିଆର ଅଫଲାଇନ ମେଡିକାଲ ଏନସାଇକ୍ଳୋପେଡିଆରେ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନଙ୍କର ବିରାଟ ସଂଗ୍ରହ ଆଣ୍ଡ୍ରଏଡରେ ଉପଲବ୍ଧ । ଏଥିରେ ମେଡିକାଲ, ଶରୀର ଗଠନ (ଆନାଟୋମୀ), ଔଷଧ ଓ ପରିଚ୍ଛନ୍ନତା ସମ୍ପର୍କରେ ଲେଖାମାନ ଅଛି । ଇଣ୍ଟରନେଟ ଉପଲବ୍ଧ ନ ଥିବା ସ୍ଥାନରେ, ଜନମାନବଶୂନ୍ୟ ସ୍ଥାନରେ ବା ଡଙ୍ଗାରେ ଥିଲେ ମଧ୍ୟ ଆପଣ ସର୍ବାଧିକ ମହତ୍ତ୍ଵପୂର୍ଣ୍ଣ ଓ ସର୍ବାଧୁନିକ ଭେଷଜ ଶବ୍ଦକୋଷ ବା ମେଡିକାଲ ଅଭିଧାନ/ ଡିକସନାରିରେ ବିନାମୂଲ୍ୟରେ ପ୍ରବେଶ ଅଧିକାର ପାଇପାରିବେ । ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ଡାକ୍ତରୀ ଛାତ୍ର ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ ରୁଚି ରଖୁଥିବା ଲୋକଙ୍କ ନିମନ୍ତେ ଏହା ଅମୂଲ୍ୟ । ଏହା ଅନ୍ୟାନ୍ୟ ଅନେକ ଭାଷାରେ ମଧ୍ୟ ତିଆରି ହୋଇଛି ତଥା ଚୟନ କରିଥିବା ଓ ବିଷୟଗୁଡ଼ିକର ସଂଖ୍ୟା ଓ ମାନକୁ ଉନ୍ନତ କରିବାକୁ ସର୍ବଦା ଚେଷ୍ଟା ଚାଲିଛି । ଏହା କେଆଇଡବ୍ଲ୍ୟୁଏକ୍ସ (Kiwix http://www.kiwix.org/) ଦ୍ଵାରା ସଞ୍ଚାଳିତ । (Powered by Kiwix http://www.kiwix.org/)

Screenshots
ମେଡିକାଲ ଉଇକିପିଡିଆ (ଅଫଲାଇନ) Screenshot 1
ମେଡିକାଲ ଉଇକିପିଡିଆ (ଅଫଲାଇନ) Screenshot 2
ମେଡିକାଲ ଉଇକିପିଡିଆ (ଅଫଲାଇନ) Screenshot 3
ମେଡିକାଲ ଉଇକିପିଡିଆ (ଅଫଲାଇନ) Screenshot 4
ମେଡିକାଲ ଉଇକିପିଡିଆ (ଅଫଲାଇନ) Screenshot 5
ମେଡିକାଲ ଉଇକିପିଡିଆ (ଅଫଲାଇନ) Screenshot 6
ମେଡିକାଲ ଉଇକିପିଡିଆ (ଅଫଲାଇନ) Screenshot 7
ମେଡିକାଲ ଉଇକିପିଡିଆ (ଅଫଲାଇନ) Screenshot 8
SDK Tech Stack(5)View in Combo Explorer
Database
2 SDKs
ObjectBox
1
Markus Junginger
1
Development Frameworks
1 SDKs
Common libraries2 SDKs
Function Component · 1
AR/VR · 1
谷歌
1